odiasamachar.wordpress.com
ଓଡ଼ିଶାର ପୁଞ୍ଜି ନିବେଶ ନାମରେ ପ୍ରହସନ
ପୁଞ୍ଜି ନିବେଶ ନାମରେ ଦୀର୍ଘ ବର୍ଷ ଧରି ଯେପରି ପ୍ରହସନ ଚାଲି ଆସୁଥିଲା ଏଥର ମଧ୍ୟ ଠିକ ସେହିପରି ପ୍ରହସନ ଚାଲିଲା ଭଳି ଲାଗୁଛି। ସରକାର ଖବରକାଗଜ ରେ ବଡ ବିଶଦ ବିଜ୍ଞାପନ ପ୍ରଦର୍ଶନ କରି ଲୋକଙ୍କ ଭୋଟ କିଣିବାର ଯୋଜନା ରେ ଥିବା ଭଳି ଲାଗୁଛି…