enewsodia.com
ପୁଣି ବିବାଦରେ ଜୋମାଟୋ କମ୍ପାନୀ
ଫୁଡ୍ ଡେଲିଭରି ସଂସ୍ଥା ଜମାଟୋ ଏବଂ ଜମାଟୋ ଡେଲିଭରି ବଏ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ପଶ୍ଚିମବଙ୍ଗରେ ଜମାଟୋ ବଏଙ୍କ ମଧ୍ୟରେ କମ୍ପାନୀକୁ ନେଇ ଅସନ୍ତୁଷ୍ଟତା ଦେଖାଦେଇଛି ।