enewsodia.com
ଜାନୁଆରୀ ୧୫ରେ ରସଗୋଲା ମହୋତ୍ସବ
ଜାନୁଆରୀ ୧୫ ତାରିଖରେ ରସଗୋଲା ମହୋତ୍ସବ । କିନ୍ତୁ ଚଳିତ ଥର ଏହି ମହୋତ୍ସବ ଭୁବନେଶ୍ୱରରେ ନ ହୋଇ କଟକର ବାଲିଯାତ୍ରା ଉପର ପଡ଼ିଆରେ ହେବ।
Ratnamani Maharana