enewsodia.com
କୋର୍ଟଙ୍କ ଅବମାନନା ଅଭିଯୋଗରେ ସୁପ୍ରିମକୋର୍ଟ ରାହୁଲଙ୍କୁ ଜାରି କଲେ କାରଣ ଦର୍ଶାଅ ନୋଟିସ
ରାଫେଲ୍ ଡିଲ୍ ଶୁଣାଣି ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ରାୟ ସମ୍ପର୍କରେ ନିଜ ଭାଷଣରେ ମନଗଢ଼ା ମନ୍ତବ୍ୟ ଦେଇ ଏବଂ ଟ୍ବିଟ୍ କରି ଅଡୁଆରେ ପଡ଼ିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି।