enewsodia.com
ଉଡ଼ାଣ ଭରିଲା ଦୁନିଆର ସବୁଠାରୁ ବଡ ବିମାନ
ଶନିବାର କାଲିଫର୍ଣ୍ଣିଆର ମୋଜାଭେ ମରୁଭୂମିରେ ଦେଶର ସବୁଠାରୁ ବଡ ଉଡାଜାହାଜର ସଫଳ ପରୀକ୍ଷାମୂଳକ ଉଡାଣ କରାଯାଇଛି। ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଆକାଶରେ ଉଡିଥିଲା।