enewsodia.com
ଆସନ୍ତୁ ତିଆରି କରିବା ସ୍ଵାଦିଷ୍ଟ"ଷ୍ଟିକ୍‌ ପଣସ"
ପ୍ରଥମେ ସିଝା ହୋଇଥିବା ପଣସ କଠାରେ ବଟା ବୁଟଡାଲି, କଟା କଞ୍ଚାଲଙ୍କା, କଟା ପିଆଜ, ଅଦା ରସୁଣ ବଟା ଓ ଲୁଣ ପକାଇ ଚକଟି ଦିଅନ୍ତୁ। କରେଇରେ ତେଲ ଗରମ କରି ପଣସ କଠା ଚକଟାକୁ ବରା ଆକାର କରି ଛାଣି ଦିଅନ୍ତୁ।