enewsodia.com
ଗୁରଗାଓଁ ରିୟାନ୍ ଇଣ୍ଟରନ୍ୟାସନାଲ ସ୍କୁଲର ଦ୍ୱିତୀୟ ଷ୍ଟାଣ୍ଡାର୍ଡ଼ ଛାତ୍ର ପ୍ରଦ୍ୟୁମ୍ନ ଠାକୁର ଙ୍କ ହତ୍ୟା ରହସ୍ୟରୁ ପରଦା ଉଠିଲା - EnewsOdia.Com
ଗୁରଗାଓଁ ରିୟାନ୍ ଇଣ୍ଟରନ୍ୟାସନାଲ ସ୍କୁଲର ଦ୍ୱିତୀୟ ଷ୍ଟାଣ୍ଡାର୍ଡ଼ ଛାତ୍ର ପ୍ରଦ୍ୟୁମ୍ନ ଠାକୁର ଙ୍କ ହତ୍ୟା ରହସ୍ୟରୁ ପରଦା ଉଠିଛି । ଗୁରଗାଓଁ ପୋଲିସ ଏହି ମାମଲାରେ ସ୍କୁଲ ବସ କଣ୍ଡକ୍ଟର ଅଶୋକ କୁମାର(୪୨) ଙ୍କୁ ଗିରଫ କରିଛି । ୭ବର୍ଷର ପଲାଟିକୁ ସ୍କୁଲରେ ପହଞ୍ଚିବା ପରେ କିଛି ମିନିଟରେ ହିଁ ଅତି ନିଷ୍ଠୁର ଭାବେ ଗଳା କାଟି ହତ୍ୟା କରିଛି ସଂପୃକ୍ତ ସ୍କୁଲ ବସର କଣ୍ଡକ୍ଟର । ମୁଖ୍ୟ ଅଭିଯୁକ୍ତ କଣ୍ଡକ୍ଟର ଅଶୋକ…