enewsodia.com
ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେବେ ଗୋଟବାୟା
ଶ୍ରୀଲଙ୍କାର ପୂର୍ବତନ ପ୍ରତିରକ୍ଷା ସଚିବ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପାକ୍ଷଙ୍କ ସାନ ଭାଇ ଗୋଟବାୟା ରାଜପାକ୍ଷ ଶ୍ରୀଲଙ୍କା ପୋଡୁଜାନା ପେରାମୁନା (ଏସ୍‌ଏଲପିପି) ଦଳରୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ପ୍ରାର୍ଥୀ ହେବେ।