enewsodia.com
ଜବତ ମୋବାଇଲ୍‌ ଫୋନ୍‌ ଓ ବାଇକ୍‌ ତୁରନ୍ତ ଫେରାଇବା ପାଇଁ ପୁଲିସ କମିସନର୍‌ଙ୍କ କଡ଼ା ନିର୍ଦେଶ - EnewsOdia.Com
ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ ଜବତ କରାଯାଇଥିବା ବାଇକ୍‌ଗୁଡ଼ିକୁ ଥାନା ସମ୍ମୁଖରୁ ହଟାଇବା ସହିତ ଚୋରା ମୋବାଇଲ୍‌ଗୁଡିକୁ ପ୍ରକୃତ ମାଲିକମାନଙ୍କୁ ଫେରାଇବାକୁ କଡ଼ା ନିର୍ଦେଶ ଦେଇଛନ୍ତି । ମାସକ ମଧ୍ୟରେ ଜବତ ମୋବାଇଲ୍‌ ଫୋନ୍‌ ଓ ବାଇକଗୁଡିକୁ ଫେରାଇବାକୁ ସମସ୍ତ ଥାନା ଇନ୍ସପେକ୍ଟରମାନଙ୍କୁ ଜଣାଇ ଦିଆଯାଇଛି। ପ୍ରତ୍ୟେକ ଦିନ ବିଭିନ୍ନ ଥାନା ଅଞ୍ଚଳରେ ବାଇକ ଓ ମୋବାଇଲ୍‌ ଫୋନ୍‌ ଚୋରି ହେଉଛି। ଏ ନେଇ ବିଭିନ୍ନ ଥାନା ପୁଲିସ…