enewsodia.com
ମାସୁଦକୁ ବିଶ୍ଵ ଆତଙ୍କୀ ଘୋଷଣା ପ୍ରସଙ୍ଗ: ଚୀନକୁ ୨୩ ପର୍ଯ୍ୟନ୍ତ ସମୟ ଦେଲା ଜାତିସଂଘ
ଜୈ-ଇ-ମହମ୍ମଦ ଆତଙ୍କବଦୀ ସଙ୍ଗଠନରେ ମୁଖ୍ୟ ମୌଲାନା ମାସୁଦ ଅଝାରକୁଜାତିସଂଘ ନିରାପତ୍ତା ପରିଷଦରେ ବିଶ୍ଵ ଆତଙ୍କୁ ଭାବେ ଘୋଷଣା କରିବା ପାଇଁ ପ୍ରୟାସ ଜାରି ରହିଛି।