enewsodia.com
ବଇଁଶୀ ବଜାଇ ଦୃଷ୍ଟିହୀନ ପବିତ୍ର ଭିକ୍ଷାବୃତ୍ତି କରି ମାଆଙ୍କୁ ପୋଷୁଛନ୍ତି ବୋଝ କହି ଅସହାୟ ବୁଢୀ ମାଆକୁ ପର କରିଦେଲା ବଡ ପୁଅ… - EnewsOdia.Com
ବାପା ମାଆ ତାଙ୍କ ପିଲାମାନଙ୍କୁ ଢେର ସାରା ଭଲପାଇବା, ସ୍ନେହ, ଶ୍ରଦ୍ଧା ଦେଇ ବଡ କରିଥାନ୍ତି । ଆଉ ସେଇ ପିଲା ଏବେ ବଡ ହୋଇ ବାପା ମା’ଙ୍କୁ ଘରୁ ବାହାର କରିଦେବା ସହ ଅକଥନୀୟ ନିର୍ଯାତନା ଦେଉଛନ୍ତି । ପୂର୍ବ ଯୁଗରେ ଶ୍ରବଣ କୁମାରଙ୍କ କଥା ତ ଆପଣମାନେ ନିଶ୍ଚୟ ଶୁଣିଥିବେ । କିନ୍ତୁ ଆଜିକାଲି ଯୁଗରେ ବାପା ମାଙ୍କ ପ୍ରତି ଏପରି ଭଲପାଇବା ଖୁବ କମ ହିଁ…