enewsodia.com
ଲିମକା ରେକର୍ଡ ବୁକରେ ସ୍ଥାନ ପାଇଲା ଯୋଡାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଜଟିଳ ଅସ୍ତ୍ରୋପଚାର
କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ୨୦୧୭ ଜୁଲାଇ ମାସରେ ଜଟିଳ ଅସ୍ତ୍ରୋପଚାର ପରେ ଅଲଗା କରାଯିବା ଘଟଣା ଏବେ ୨୦୨୦ ଲିମକା ରେକର୍ଡ ବୁକରେ ସ୍ଥାନ ପାଇଛି।