enewsodia.com
ବଢ଼ୁଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର, ତଳମୁଣ୍ଡ ବର୍ଷାକୁ ଦେଖି ପାଣି ଛାଡ଼ିବ ହୀରାକୁଦ
ହୀରାକୁଦ ଜଳ ଭଣ୍ଡାରର ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି। ଡ୍ୟାମର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଆଜି ସକାଳେ ଜଳ ପତ୍ତନ ୬୧୫.୫୨ ଫୁଟରେ ପହଞ୍ଚିଛି।