enewsodia.com
ଯୋଡା ମୁଣ୍ଡ ଶିଶୁ ଜଗା-ବଳିଆଙ୍କ ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର ଶେଷ, ଉଭୟ ସୁସ୍ଥ ଥିବାର ସୂଚନା - EnewsOdia.Com
ଯୋଡା ମୁଣ୍ଡ ଶିଶୁ ଜଗା-ବଳିଆଙ୍କ ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର ଶେଷ, ଉଭୟ ସୁସ୍ଥ ଥିବାର ସୂଚନା । ତେବେ ଅସ୍ତ୍ରୋପଚାର ପରେ ଏବେ ଦୁଇ ଶିଶୁ ଅଚେତ ଅଛନ୍ତି । ଜାପାନରୁ ଆସିଥିବା ବିଶେଷଜ୍ଞ କେ. ତାକି ଜାୱାଙ୍କ ନେତୃତ୍ୱରେ ୪୦ ଜଣିଆ ଡାକ୍ତରୀ ଟିମ୍ ଦୀର୍ଘ ୨୦ ଘଣ୍ଟା ଧରି ଏହି ଏହି ବିରଳ ଅସ୍ତ୍ରୋପଚାର କରିଥିଲେ । ସୂଚନାନୁଯାଇ କନ୍ଧମାଳର ଏହି ଶିଶୁ ଦ୍ଵୟଙ୍କ ଯୋଡିହେଇ ରହିଥିବା…