enewsodia.com
ଷ୍ଟେସନରେ ପାଣି ବୋତଲ କିଣୁଛନ୍ତି କି! ସାବଧାନ
ଟ୍ରେନରେ ଏହି ନକଲି ପାଣି ବୋତଲ ବିକ୍ରି ପଛରେ ୪ ପ୍ୟାଣ୍ଟ୍ରୀ କାରର ମ୍ୟାନେଜରଙ୍କ ହାତ ଥିଲା। ଚଢ଼ଉ ବେଳେ ୪୮, ୮୬୦ ବୋତଲ ଜବତ ହୋଇଛି।