enewsodia.com
ସୁକମାରେ ଗୁଳି ବିନିମୟ, ୮ ମାଓବାଦୀ ନିହତ - EnewsOdia.Com
ମାଓବାଦୀଙ୍କୁ ସମୂଳେ ନିପାତ କରିବାକୁ ଆରମ୍ଭ ହୋଇଥିବା ଅପରେସନ୍‌କୁ ଜୋର ଦାର କରାଯାଇଛି । ମାଲକାନିଗିରି ସୀମାକୁ ଲାଗିଥିବା ଛତିଶଗଡ଼ ସୁକମାରେ ସୁରକ୍ଷାବାହିନୀକୁ ପୁଣି ଏକ ବଡ଼ ସଫଳତା ମିଳିଛି । ଜିଲ୍ଲାର କିସ୍ତାରାମ ଥାନା ଅନ୍ତର୍ଗତ ସକଲାର ଗାଁରେ ଗୁଳିବିନିମୟ ସମୟରେ ୮ ଜଣ ନକ୍ସଲ ଟଳି ପଡ଼ିଥିବାବେଳେ ୨ ଡିଆର୍‌ଜି ଯବାନ ଶହୀଦ ହୋଇଛନ୍ତି। ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ , ସୋମବାର ସକାଳୁ ଡିଆରଜି ଓ…