enewsodia.com
କେରଳ ବନ୍ୟାରେ ଫସି ରହିଛନ୍ତି ଦୁଇ ଶହରୁ ଅଧିକ ଓଡ଼ିଆ ଶ୍ରମିକ
ବନ୍ୟାର ତାଣ୍ଡବରୁ କେରଳ ଏଯାଏ ତ୍ରାହି ପାଇନି। ବନ୍ୟା ବିଭୀଷିକାରେ ଏଯାବତ୍ କେରଳରେ ୪୦ ଜଣଙ୍କର ପ୍ରାଣହାନି ଘଟିଛି। ଏପରି ବିପର୍ଯ୍ୟୟ ସମୟରେ ଦୁଇ ଶହରୁ ଅଧିକ ଓଡ଼ିଆ ଶ୍ରମିକ କେରଳରେ ଫସିରହିଥିବା ସୂଚନା ମିଳିଛି।