pratyasa.com
ସକାଳୁ କରନ୍ତୁ ସୂର୍ଯ୍ୟପୂଜା - Pratyasa
ସୂର୍ଯ୍ୟ ଦେବତାଙ୍କୁ ଗ୍ରହଙ୍କ ସ୍ୱାମୀ ବୋଲି କୁହାଯାଏ । ସବୁ ଗ୍ରହଙ୍କ ଭିତରେ ସୂର୍ଯ୍ୟ ଶ୍ରେଷ୍ଠ ବୋଲି ବାସ୍ତୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି । ସେମିତି ଜ୍ୟୋତିଷଶାସ୍ତ୍ର କୁହେ ସୂର୍ଯ୍ୟ ଶାନ୍ତି ଥିଲେ ସବୁ ଗ୍ରହ ଶାନ୍ତ ଥାଆନ୍ତି । ତେଣୁ ସବୁବେଳେ ସୂର୍ଯ୍ୟଙ୍କୁ ଶାନ୍ତ ରଖିଲେ ସବୁ ଶୁଭ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର କୁହନ୍ତୁ ଅବା ବୈଜ୍ଞାନିକ କାରଣ ସୂର୍ଯ୍ୟଙ୍କୁ ସକାଳୁ ଜଳ ଅର୍ପଣ କଲେ ଅନେକ ଲାଭ ମିଳିଥାଏ ବୋଲି କୁହାଯାଏ । …