pratyasa.com
ଜାଣନ୍ତୁ ଡ୍ରାଇଭିଂ ବେଳେ କେତେ ରହିବ ଆପଣଙ୍କ ଗାଡିର ସ୍ପିଡ୍‌ - Pratyasa
ଭୁବନେଶ୍ୱର,୧/୧୨: ଡିସେମ୍ବର ୧ରୁ ଆରମ୍ଭ ହୋଇ ଯାଇଛି ଟ୍ରାଫିକ୍ କଟକଣା। ରାଜ୍ୟ ସରକାର କାଗଜ ପତ୍ର ପାଇଁ ଆଉ ତିନି ମାସ କୋହଳ କରିଛନ୍ତି। ଏଥିସହ ହେଲମେଟ୍, ସିଟବେଲ୍ଟ, ମୋବାଇଲ ବ୍ୟବହାର, ଭୁଲ ଦିଗରେ ଗାଡି ଚଳାଇବା ଓ ମଦୁଆ ଡ୍ରାଇଭରଙ୍କୁ ଗୋଡାଇ ଗୋଡ଼ାଇ ଧରିଛି ପୋଲିସ୍। ତେବେ ସହର ଭିତରେ କେତେ ରହିବ ଗାଡିର ବେଗ ସେନେଇ କମିସନରେଟ୍ ପୋଲିସ ଆଜି ନିର୍ଦ୍ଦେଶନାମା ଜାରି କରିଛି। ସହର ଭିତରେ ଗାଡିର ବେଗ ଘଣ୍ଟାପ୍ରତି ୫୦ କିଲୋମିଟର …