pratyasa.com
ତୁର୍କୀ ଓ ଇଜିପ୍ଟରୁ ଆସିବା ପିଆଜ - Pratyasa
ନୂଆଦିଲ୍ଲୀ,୧/୧୨: ସାରା ଦେଶରେ ପିଆଜ ଦର ଘୁ ଘୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ସାଧାରଣ ଲୋକେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି। ତେବେ ଏହି ସମସ୍ୟାର ସମାଧାନ କରିବା ପାଇଁ ସରକାର ବାହାର ଦେଶରୁ ପିଆଜ ମଗାଉଛନ୍ତି। ତୁର୍କି ଓ ଇଜିପ୍ଟରୁ ୧୭ ହଜାର ୯୦ ମେଟ୍ରିକ ଟନ୍ ପିଆଜ ମାଗିଛନ୍ତି। ପିଆଜ ଅଭାବକୁ ଦୃଷ୍ଟିରେ ରଖି ବାହାରୁ କେନ୍ଦ୍ର ଖାଉଟି ବିଭାଗ ଆମଦାନୀ କରୁଛି। ଏଥିସହ ଡିସେମ୍ବର ମଧ୍ୟ ଭାଗରେ …