pratyasa.com
ଅବପାତର ରୂପ ନେଲା ଲଘୁଚାପ: ବାତ୍ୟା ହେବ କି ନାହିଁ ତାହା ଆସନ୍ତାକାଲି ସ୍ପଷ୍ଟ ହେବ - Pratyasa
ଭୁବନେଶ୍ୱର, ୫/୧୧: ୱେଲ ମାର୍କ ଲୋ ପ୍ରେସର ଏବେ ଲଘୁଚାପରେ ପରିଣତ ହୋଇଛି। ପାରାଦୀପଠାରୁ ଏହା ଏବେ ୯୫୦ କିଲୋମିଟର ଦୂରରେ ରହିଛି। ପରେ ପଶ୍ଚିମ ଉତ୍ତର ଓ ଉତ୍ତର ପଶ୍ଚିମ ଦେଇ ଗତି କରିବ ବୋଲି ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି। ଏଥିସହ ଏହା ୧୨ଘଣ୍ଟାରେ ଗଭୀର ଅବପାତର ରୂପ ନେବ। ସେହିପରି ୨୪ଘଣ୍ଟା ଭିତରେ ବାତ୍ୟାର ରୂପ ନେଇପାରେ ବୋଲି ଆଇଏମଡ଼ି ଡିଜି ସୂଚନା ଦେଇଛନ୍ତି। ସେପଟେ ଓଡ଼ିଶା କିମ୍ବା …