pratyasa.com
୫ଦିନ ଖୋଲିବ ଲୋକସେବା ଭବନ ଉଦ୍ୟାନ - Pratyasa
ଭୁବନେଶ୍ୱର,୧୦/୧: ଜାନୁଆରିରେ ୫ଦିନ ପାଇଁ ଲୋକସେବା ଭବନ ଉଦ୍ୟାନ ସର୍ବସାଧାରଣଙ୍କ ଲାଗି ଖୋଲିବ। ଏହା ଅପରାହ୍ନ ୩ ଟାରୁ ୫ଟା ୩୦ ଯାଏଁ ଖୋଲା ରହିବ। ଏହା ସର୍ବସାଧାରଙ୍କ ପାଇଁ ଜାନୁଆରି ୧୧, ୧୨, ୧୯, ୨୫ ଓ ୨୬ରେ ଉଦ୍ୟାନ ଖୋଲିବ। ଏନେଇ ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ। ସେହିପରି ୧ ନମ୍ବର ଗେଟରେ ପ୍ରବେଶ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।