pratyasa.com
ପୁରୀରେ ଲଜ୍ୟା: ପୋଲିସ ପରିଚୟ ଦେଇ ଯୁବତୀଙ୍କୁ ଗଣଦୁଷ୍କର୍ମ - Pratyasa
ଭୁବନେଶ୍ୱର,୨/୧୨: ପୁଣି ପୁରୀରେ ଲଜ୍ଜା। ଝାଡ଼େଶ୍ୱରୀ ମନ୍ଦିର ନିକଟରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ତେବେ ଯୁବତୀ ଜଣକୁ ପୋଲିସ କ୍ୱାର୍ଟର୍ସରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ କରାଯାଇଛି। ତେବେ ଏନେଇ ପୁରୀ କୁମ୍ଭାରପଡ଼ା ଥାନାରେ ଏକ ଏତଲା ମଧ୍ୟ ରୁଜୁ ହୋଇଛି। ଏହି ଘଟଣାରେ ଜଣେ ପୋଲିସ କର୍ମଚାରୀ ସାମିଲ ଥିବା ଅଭିଯୋଗ କରଛନ୍ତି ଯୁବତୀ। ସେ ହେଉଛନ୍ତି ଯେଣେ କନେଷ୍ଟବଳ। ତେବେ କନେଷ୍ଟବଳ ଜିତେନ୍ଦ୍ର ସେଠୀ ଙ୍କୁ ପୂର୍ବରୁ ନିଲମ୍ବନ କରାଯାଇଛି। ଯୁବତୀଙ୍କର …