pratyasa.com
ମାର୍ଚ୍ଚ ୪ରେ ହେବ ବଂଶଧାରା ମାମଲାର ଚୂଡ଼ାନ୍ତ ଶୁଣାଣି - Pratyasa
ନୂଆଦିଲ୍ଲୀ,୧୦/୧: ଆନ୍ଧ୍ର-ଓଡ଼ିଶା ବଂଶଧାରା ଜଳ ବିବାଦକୁ ନେଇ ମାମଲା ହୋଇଥିଲା। ସୁପ୍ରିମକୋର୍ଟରେ ବଂଶଧାରା ଜଳ ବିବାଦ ମାମଲାର ଶୁଣାଣି ଶୁକ୍ରବାର ଶେଷ ହୋଇଛି। ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାର ପକ୍ଷ ରଖିବାକୁ ସମୟ ମାଗିଛନ୍ତି। ତେବେ ଓଡ଼ିଶା ସରକାର ୨ ଦିନ ଓ ଆନ୍ଧ୍ର ସରକାର ୩ ଘଣ୍ଟା ସମୟ ମାଗିଥିବାବେଳେ ସୁପ୍ରିମକୋର୍ଟ ମାର୍ଚ୍ଚ ୪ରେ ଚୂଡ଼ାନ୍ତ ଶୁଣାଣି କରିବେ।ସେହିପରି ଶୁକ୍ରବାର ଅପରାହ୍ନରେ ବଂଶଧାରା ଟ୍ରିବ୍ୟୁନାଲରେ ଶୁଣାଣି ହେବ ବୋଲି ଉଭୟ ରାଜ୍ୟର ଯୁଗ୍ମ ସର୍ଭେ ରିପୋର୍ଟ …